ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଆନ୍ ୟୁନିଭରସିଟି ରେ ପ୍ରଫେସନାଲ ଆସିଷ୍ଟାଂଶ ଫରଡଦ୍ଭଲାପ ମେଣ୍ଟଆକ୍ସନ (ପ୍ରଦାନ) ତରଫରୁକ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ ଅନୁଷ୍ଠିତ

୨୫ଫେବୃଆରୀ ,2023 (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଆନ୍ ୟୁନିଭରସିଟିରେ ପ୍ରଫେସନାଲ ଆସିଷ୍ଟାଂଶ ଫର ଡଦ୍ଭଲାପମେଣ୍ଟଆକ୍ସନ(ପ୍ରଦାନ) ତରଫରୁ କ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ ଅନୁଷ୍ଠିତ l ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ କ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ ପରିଚାଳନା କରିଛନ୍ତି। ବାର୍ଷିକ 8.2 ଲକ୍ଷ ର ଦରମା ପ୍ୟାକେଜ ସହିତ PRADAN 10 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରିଛି। ଏଥି ପୂର୍ବରୁ ରାଲିସ ଇଣ୍ଡିଆ ୧୦ଜଣଙ୍କୁ ୮.୫ ଲକ୍ଷ ର ଦରମା ପ୍ୟାକେଜରେ ନିର୍ଯୁକ୍ତି କରିଥିବା ବେଳେ ITC, IFFCO, Kissan, BAIF, Profarm India Pvt Ltd, Dedicated Agri Services, Basix Krishi Samrudhi Ltd ଏବଂ କିଛି ଘରୋଇ ବ୍ୟାଙ୍କ BSc( AG) ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଯୁକ୍ତି କରିଛନ୍ତି।

କ୍ୟାମ୍ପସ ପ୍ଲେସମେଣ୍ଟ ଡ୍ରାଇଭ ଡେପୁଟି ରେଜିଷ୍ଟ। ର (ଟ୍ରେନିଂ ଆଣ୍ଡ ପ୍ଲେସମେଣ୍ଟ) ଡକ୍ଟର ଏସ୍.କାମେଶ୍ୱର ରାଓଙ୍କତତ୍ୱାବଧାନ ରେ ସମ୍ପାଦିତ ହୋଇଛି।ଏବଂ ସେ ନିଶ୍ଚିତ କରିଛନ୍ତି ନିଜଯେ ସେଞ୍ଚୁରିଆନ ୟୁନିଭରସିଟି ରେ ସିନଜେଣ୍ଟ। ଇଣ୍ଡିଆ, ଆରିସ୍ ଏଗ୍ରୋ, କରୋମଣ୍ଡେଲ ହର୍ଷଟ୍ରଷ୍ଟ, ନାଗାର୍ଜୁନ ଫାର୍ଟିଲାଇଜର,ICICI ବ୍ୟାଙ୍କ HDFC ବ୍ୟାଙ୍କ, Axis ବ୍ୟାଙ୍କ ଇତ୍ୟାଦି ସହିତ ନିର୍ଯୁକ୍ତି ସୁଯୋଗ ରହିଛି।ବହୁତ ଜଲଦି ସେମାନେ କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ।ଛାତ୍ର ଛାତ୍ରୀ ମାନଙ୍କୁ International Crops Research Institute for semi-AridTropics (ICRISAT) IFFCO Kissan ଆଦି କମ୍ପାନୀରେ ଇଣ୍ଟରସିପିର ସୁଯୋଗ ପ୍ରଦାନ କରାଯାଇଛି। ପ୍ରଫେସର ଡି ଏନ୍ ରାଓ (ଉପ ସଭାପତି CUTM) ପ୍ରଫେସର ସୁପ୍ରିୟା ପଟ୍ଟନାୟକ କୁଳପତି ତଥା ପ୍ରଫେସର ଅନିତା ପାତ୍ର ରେଜିଷ୍ଟର ମନୋନୀତ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ.

Exit mobile version