ଡାକ୍ତରୀ ଟିମ୍‌ ଫେଲ ମାରିଥିଲେ …

ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର ) ଗୁଜରାଟର :- ଗୁଜରାଟର ଭାବନଗରରେ ଘଟିଛି ଏପରି ଅଭାବନୀୟ ଘଟଣା ବର୍ଷକର ଛୁଆଟିଏ ଘର ଅଗଣାରେ ଖେଳୁଥିଲା । ହେଲେ ଖେଳରୁ ଖେଳରୁ ଘଟିଲା ଅଜବ କାଣ୍ଡ । ଛୋଟ ପିଲାଟିର ମୁଣ୍ଡରେ ପଶିଗଲା ପ୍ରେସରକୁକର ।  ଗୁଜରାଟର ଭାବନଗରରେ ଘଟିଛି ଏପରି ଅଭାବନୀୟ ଘଟଣା । ପିଲାଟିର ମୁଣ୍ଡକୁ କାଢିବା ପାଇଁ ପରିବାର ଲୋକେ ବହୁ ଚେଷ୍ଟା କରିଥିଲେ ।

ହେଲେ କାଢି ପାରିନ ଥିଲେ । ଶେଷରେ ପ୍ରେସରକୁକର ସହ ପିଲାଟିକୁ ନେଇ ହସ୍ପିଟାଲରେ ପହଞ୍ଚିଲେ । ହେଲେ ସେଠାରେ ମଧ୍ୟ ଡାକ୍ତରୀ ଟିମ୍‌ ଫେଲ ମାରିଥିଲେ । ଶେଷରେ ବାସନ କାଟୁଥିବା ଲୋକଙ୍କୁ ଡାକିବା ପରେ ପିଲାଟିର ମୁଣ୍ଡକୁ ପ୍ରେସର କୁକର ଭିତରୁ ବାହାର କରାଯାଇ ପାରିଥିଲା ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version