ଆମ ଓଡିଶାର ଗଣପର୍ବ ରଜ ମାଟି ମା’ର ବାସ୍ନାର ପର୍ବ “ରଜ” – ମଳୟ କୁମାର ମଲ୍ଲିକ

ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର ) କୋରାଇ :- ଆମ ଓଡିଶାର ଗଣପର୍ବ ରଜ ମାଟି ମା’ର ବାସ୍ନାର ପର୍ବ ରଜ ଝିଅ ବୋହୁଙ୍କ ପର୍ବ ରଜ ସଜବାଜ ର ପର୍ବ ରଜ ପିଠା ପଣାର ପର୍ବ ରଜ ଦୋଳି ଖେଳର ପର୍ବ ରଜ ମିଠା ମିଠା ପାନର ପର୍ବ ରଜ ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ । ଆସିଛି ରଜଲୋ, କରୋନା ବିଗାଡି ଦେଇଛି ଆଜ ।

ମନରେ ନାହିଁ ସରସା,କରୋନା ଦାଉରୁ କେମିତି ତରିବା ଜଗନ୍ନାଥହିଁ ଭରଷା । ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତଙ୍କୁ ଏହି ପର୍ବରେ ବହୁତ ବହୁତ ଶୁଭେଛା ଓ ଅଭିନନ୍ଦନ । କିନ୍ତୁ ଏବର୍ଷ ଏହି ପବିତ୍ର ରଜ ପାଳନ କରିବା କେବଳ ନିଜ ପରିବାର ସହିତ । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ହାପି ହାପି ରଜ ଶୁଭେଛାର ସହ ଆପଣଙ୍କର । କୋରାଇମଳୟ କୁମାର ମଲ୍ଲିକ ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version